Big Breaking: ରାଜ୍ୟ ବାହାରେ ରହୁଥିବା ମହିଳା ସୁଭଦ୍ରା ପାଇଁ ହକଦାର୍, ଶୀଘ୍ର ଆବେଦନ କରିବାକୁ କହିଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସୁଭଦ୍ରା ଆବେଦନ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ । ଜିଲ୍ଲାଭିତ୍ତିକ ସମୀକ୍ଷାକୁ ନେଇ ପ୍ରଭାତୀ ପରିଡ଼ା ଦେଲେ ବଡ଼ ସୂଚନା ।
ରାଜ୍ୟବାହାରେ ରହୁଥିବା ମହିଳାମାନେ ସୁଭଦ୍ରା ଲାଭ ଉଠାଇ ପାରି ନାହାନ୍ତି । ସେମାନେ ମଧ୍ୟ ସୁଭଦ୍ରା ଟଙ୍କା ପାଇବାକୁ ହକଦାର ।
ତୁରନ୍ତ ସୁଭଦ୍ରା ଯୋଜନା ପାଇଁ ଅନଲାଇନ ଆବେଦନ କରିବା ପାଇଁ କହିଲେ ପ୍ରଭାତୀ ପରିଡ଼ା ।
ଚଳିତ ମାସ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ସରକା କହିଛନ୍ତି । ଏଥିରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିବ ।