fbpx

ରାଜ୍ୟରେ କାହାକୁ ମିଳିବ ପ୍ରଥମ ଟୀକା ?

ଭୁବନେଶ୍ୱର,୧୭/୧୧(ଓଡିଶା ଭାସ୍କର): କୋଭିଡ ସ୍ଥିତିର ସମୀକ୍ଷା ପରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ‘ସ୍ବାସ୍ଥ୍ୟକର୍ମୀ, ଗର୍ଭବତୀ, ବରିଷ୍ଠ ନାଗରିକଙ୍କୁ ପ୍ରଥମେ ମିଳିବ ଟିକା।’ ରାଜ୍ୟକୁ ଆସିବାକୁ ଥିବା କୋଭିଡ୍‌ ଟିକାର ବଣ୍ଟନ ନେଇ ଏପରି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.