fbpx

ସୁବର୍ଣ୍ଣପୁର ଓ କୋରାପୁଟ ଜିଲ୍ଲା ପରିଷଦରୁ କିଏ ବିଜୟୀ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ତୃତୀୟ ଦିନ । ୨୩୦ ଜିଲ୍ଲା ପରିଷଦ ଜୋନର ଆଜି ଆସିବ ଫଳାଫଳ । କଡ଼ା ସୁରକ୍ଷାରେ ଚାଲିଛି ଭୋଟ ଗଣତି । ପ୍ରଥମ ଓ ଦ୍ୱିତୀୟ ଦିନରେ ବାଜିମାତ କରିଛି ବିଜେଡି । ତେବେ ଆସନ୍ତୁ ଜାଣିବା ତୃତୀୟ ପର୍ଯ୍ୟାୟ ଗଣତିରେ ସୁବର୍ଣ୍ଣପୁର ଓ କୋରାପୁଟରୁ କିଏ ବିଜୟୀ ହୋଇଛନ୍ତି…

ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଫଳାଫଳ:-

ଡୁଙ୍ଗୁରିପାଲି ଜୋନ୍-୨ରେ ବିଜେଡିର ମଞ୍ଜୁଶ୍ରୀ ମାଝୀ ବିଜୟୀ ।
ଉଲୁଣ୍ଡା ଜୋନ୍-୨ରେ ବିଜେଡିର ଝସକେତନ ବଘାର ବିଜୟୀ ।
ସୋନପୁର ଜୋନ୍-୨ରେ ବିଜେଡିର ମଧୁସୂଦନ ଓତା ବିଜୟୀ ।
ବିନିକା ଜୋନ-୨ରେ ବିଜେଡିର ବିଶିଷ୍ଟ ଭରାସାଗର ବିଜୟୀ ।
ବୀରମହାରାଜପୁର ଜୋନ-୨ରେ ବିଜେଡିର ଚନ୍ଦ୍ରକାନ୍ତୀ ଦନ୍ତା ବିଜୟୀ ।
ତରଭା ଜୋନ୍-୨ରେ ବିଜେଡିର ଶକୁନ୍ତଳା ପୃଷ୍ଟି ବିଜୟୀ ।

କୋରାପୁଟ ଜିଲ୍ଲା ପରିଷଦର ଫଳାଫଳ:-

ବନ୍ଧୁଗାଁ-୧୮ରେ ବିଜେଡିର ମାଘି ହିମିରିକା ବିଜୟୀ ।
ନନ୍ଦପୁର-୧୩ରେ ବିଜେଡିର ନମୟନ୍ତୀ ଖିଲ ବିଜୟୀ ।
ଲମତାପୁଠ-୨୭ରେ କଂଗ୍ରେସର ଗୀତାରାଣୀ ମାହାଲ ବିଜୟୀ ।
ସେମିଳିଗୁଡ଼ା-୨୪ରେ କଂଗ୍ରେସର ମୋହନ ଜାନି ବିଜୟୀ ।
ବୋରିଗୁମ୍ମା ୨୨ରେ ବିଜେଡିର ମଞ୍ଜୁଳା ଘାସି ବିଜୟୀ ।
ଭୟପୁର ୮ରେ ବିଜେଡିର ଆସ୍ଥା ନାୟକ ବିଜୟୀ ।
ପଟାଙ୍ଗୀ ୧୬ରେ ବିଜେଡିର ଲଇଚନ ଖରା ବିଜୟୀ ।
କୁନ୍ଧୁରା ୨ରେ ବିଜେଡିର କନକଲତା ପେଣ୍ଠିଆ ବିଜୟୀ ।
ବୈପାରୀଗୁଡ଼ା ୨୦ରେ କଂଗ୍ରେସର ମଣି ଜାନି ବିଜୟୀ ।
କୋଟପାଡ଼ ୪ରେ ବିଜେଡିର ଗୀତା ମାଝୀ ବିଜୟୀ ।
କୋରାପୁଟ ୬ରେ କଂଗ୍ରେସର ମିହିର କୁଲଦୀପ ବିଜୟୀ ।
ଦଶମନ୍ତପୁର ୧୧ରେ କଂଗ୍ରେସର ଧନପତି ସାଉଁନ୍ତା ବିଜୟୀ ।
ଲକ୍ଷ୍ମୀପୁର ୨୯ରେ କଂଗ୍ରେସର ପିଙ୍କି ହିମିରିକା ବିଜୟୀ ।
ବୋରିଗୁମ୍ମା ୨୩ରେ କଂଗ୍ରେସର ନୃସିଂହ ଶତପଥୀ ଆଗୁଆ ।

Get real time updates directly on you device, subscribe now.