fbpx

ଭାରତୀୟଙ୍କ ମସ୍ତିଷ୍କର ଆକାର ଅନ୍ୟ ଦେଶର ଲୋକଙ୍କ ମସ୍ତିଷ୍କଠାରୁ ଛୋଟ, କାହିଁକି

ଆପଣମାନେ ହୁଏତ ଏକଥା ଜାଣିନଥିବେ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ମସ୍ତିଷ୍କର ଆକାର ସମାନ ନଥାଏ । ବିଶେଷ କରି ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶର ବ୍ୟକ୍ତିଙ୍କ ଠାରୁ ଛୋଟ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ହାଇଦ୍ରାବାଦରେ ଥିବା ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ପକ୍ଷରୁ ଭାରତୀୟଙ୍କ ବ୍ରେନ୍ ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣରୁ ଜଣାପଡ଼ିଛି ଯେ, ଅନ୍ୟ ଦେଶର ବ୍ୟକ୍ତିଙ୍କର ମସ୍କିଷ୍କର ଲମ୍ବ ୧୮୧ ମିଲିମିଟର ରହିଥିବା ବେଳେ ଭାରତୀୟଙ୍କ ମସ୍ତିଷ୍କର ଲମ୍ବ ୧୬୦ ମିଲିମିଟର ରହିଛି । ସେହିପରି ଚାଇନା ଓ କୋରିଆର ଲୋକଙ୍କର ମସ୍ତିଷ୍କର ଲମ୍ବ ଯଥାକ୍ରମେ ୧୭୫ ମିଲିମିଟର ଓ ୧୬୦ ମିଲିମିଟର ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.