fbpx

ଅନ୍ୟ ଯୁବତୀଙ୍କ ସହ ରୋମାନ୍ସରେ ପତି, ଅନ୍ ଦ ସ୍ପଷ୍ଟ ଧରି ଭିଡ଼ିଓ କଲେ ପତ୍ନୀ

ଜୟପୁର : ଜୟପୁର ଜଣେ ମହିଳା ନିଜ ଡାକ୍ତର ସ୍ୱାମୀଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହ ରୋମାନ୍ସ କରୁଥିବା ଦେଖିବା ପରେ ସ୍ଥିତି ଉଗ୍ର ରୂପ ଧାରଣ କରିଥିଲା । ପତ୍ନୀ ଏହି ଘଟଣାର ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଛନ୍ତି । ସୋସିଆଲ୍ ମିଡ଼ିଆରେ ଟ୍ରେଣ୍ଡ୍ କରୁଥିବା ଏହି ଭାଇରାଲ୍ ଭିଡ଼ିଓକୁ ପତ୍ନୀଜଣକ ଅନ୍ ଦ ସ୍ପଷ୍ଟରେ ରେକର୍ଡିଂ କରିଥିଲେ । ଏହାପରେ ନିଜ ସ୍ୱାମୀଙ୍କୁ ଅନ୍ ଦି ସ୍ପଷ୍ଟ ଧରିଥିଲେ । ଅନ୍ ଦି ସ୍ପଟରେ ନିଜ ସ୍ୱାମୀ ଓ ସେହି ଯୁବତୀଙ୍କୁ ପତ୍ନୀଜଣକ ମାଡ଼ ମାରିଥିଲେ । ଏହାପରେ ରେକର୍ଡିଂ କରାଯାଇଥିବା ଭିଡ଼ିଓକୁ ପତ୍ନୀଜଣକ ସୋସିଆଲ୍ ମିଡ଼ିଆରେ ଏବଂ ଡାକ୍ତରଙ୍କ ଏକ ହ୍ୱାଟ୍ସଅପ୍ ଗ୍ରୁପରେ ଭାଇରାଲ୍ କରିଦେଇଥିଲେ । ଚାରିଆଡ଼େ ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି ।

Get real time updates directly on you device, subscribe now.