fbpx

ଭଡ଼ାରେ ମିଳୁଛନ୍ତି ପତ୍ନୀ, ଅଧିକ ବୟସର ମହିଳାଙ୍କ ସହ କରିବାକୁ ପଡ଼େ…

ଶତାବ୍ଦୀ ଧରି ଅଲଗା ଅଲଗା ସ୍ଥାନରେ ବିଭିନ୍ନ ରୀତିନୀତି ଚାଲିଆସୁଛି । ଲୋକଙ୍କ ଖାଦ୍ୟଠାରୁ ଆରମ୍ଭ କରି ପୋଷାକ ପିନ୍ଧିବା, ପୂଜା କରିବା, ଏପରିକି ଜୀବନଶୈଳୀ ବି ଅଲଗା । ବିଭିନ୍ନ ସ୍ଥାନର ଯୌନ ପ୍ରାକ୍ଟିସ୍ ବି ଅଲଗା ହୋଇଥାଏ, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ନ୍ୟୁ ଗିନିର ସାମ୍ବିଆ ଜନଜାତିରେ ୭ ରୁ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ପୁଅମାନଙ୍କୁ ଝିଅମାନଙ୍କଠାରୁ ଅଲଗା କରିବାର ପରମ୍ପରା ରହିଛି । ଏହି ସମୟରେ ତାଙ୍କ ନାକ ଫୋଡା ହୋଇଯାଇଥିଲା । ସାମ୍ବିଆନ୍ ଜନଜାତିର ବାଳକମାନେ ସୀମେନ୍ ପିଇ ନିଜର ପୁରୁଷତ୍ୱ ପ୍ରମାଣ କରନ୍ତି । ଏହା ତାଙ୍କର ଜଣେ ପୁରୁଷ ହେବାର ସଙ୍କେତ ।

ପାପୁଆ ନ୍ୟୁ ଗିନିର ଟ୍ରବ୍ରିଆଣ୍ଡର୍ସ ଜନଜାତିରେ ପୁଅମାନେ ୬ ରୁ ୮ ବର୍ଷ ବୟସରେ ଏବଂ ଝିଅମାନେ ୧୨ ବର୍ଷ ବୟସରେ ସେକ୍ସ କରିଥାନ୍ତି । ଅଳ୍ପ ବୟସରେ ଯୌନ ସମ୍ପର୍କ ଏଠାରେ ସାମାଜିକ ଭାବରେ ସ୍ୱୀକୃତିପ୍ରାପ୍ତ ହୋଇଥାଏ ।

ପ୍ରାଚୀନ ଗ୍ରୀସରେ ସମଲିଙ୍ଗୀ ପ୍ରେମ ବହୁତ ସାଧାରଣ ଥିଲା । ଏଠାରେ ଯୁବକମାନେ ପରସ୍ପର ସହିତ ସମ୍ପର୍କ ରଖୁଥିଲେ । କିନ୍ତୁ ୧୨ ବର୍ଷରୁ କମ୍ ନାବାଳକଙ୍କ ସହ ସମ୍ପର୍କ ରଖିବା ଅପରାଧ ବୋଲି ବିବେଚନା କରାଯାଉଥିଲା ।

ଏପରି ଏକ ପରମ୍ପରା ଦକ୍ଷିଣ ପ୍ରଶାନ୍ତ ମହାସାଗରର ମାଙ୍ଗିଆ ଦ୍ୱୀପରେ ରହିଛି । ଏଠାରେ ୧୩ ବର୍ଷର ବାଳକ ତାଙ୍କଠାରୁ ବଡ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପଡିଥାଏ । ଏହା ପଛରେ ବି କାରଣ ରହିଛି । ନିଜ ଜୀବନ ସାଥୀଙ୍କୁ କିପରି ଖୁସି କରିବ ତାହା ବୟସ୍କା ମହିଳାମାନେ ନିଜଠାରୁ କମ୍ ବୟସ ବାଳକକୁ ଶିଖାଇଥାନ୍ତି ।

ଇରାନର କିଛି ସମ୍ପ୍ରଦାୟରେ ଯଦି ଆପଣ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିବାକୁ ଚାହାଁନ୍ତି, ତେବେ ଆପଣ ତାଙ୍କୁ ଭଡାରେ ପତ୍ନୀ ଭାବେ ଆଣିପାରିବେ । କୌଣସି ମହିଳା ବା ଝିଅ ରାଜି ହେବା ପରେ ଆପଣ ଟଙ୍କା ଦେଇ ତାଙ୍କୁ କିଛିଦିନ ନିଜ ସାଥିରେ ପତ୍ନୀ ଭାବେ ରଖିପାରିବେ ।

Get real time updates directly on you device, subscribe now.