fbpx
BJD
BJD SKY
BJD SKY

ମହିଳା ଦିବସ ଉପଲକ୍ଷେ କ୍ରାଫ୍ଟ ମାଧ୍ୟମରେ ୨୦ ଫୁଟର ଇୟରିଂ ତିଆରି କଲେ ଯୁବତୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଏହି ଦିବସକୁ ପାଳନ କରାଯାଏ । ମହିଳା ମାନଙ୍କୁ ସମ୍ମାନ ଦେବା ପାଇଁ ଓ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସକୁ ପାଳନ କରାଯାଇଥାଏ । ତେବେ ଏହି ଦିବସ ଉପଲକ୍ଷେ ଚିତ୍ର ଶିଳ୍ପୀ ପ୍ରିୟଙ୍କା ସାହାଣୀ ୨୦ ଫୁଟ୍ ର କାନ ଫୁଲ୍ ତିଆରି କରିଛନ୍ତି । ଏନେଇ ସେ ଏକ ଭିଡିଓ କରି ସୂଚନା ଦେଇଛନ୍ତି । କାନ ଫୁଲଟି ଖୁବ୍ ଆକର୍ଷଣୀୟ ହୋଇଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.