fbpx

ବୟଫ୍ରେଣ୍ଡ ସହିତ ଭିଡିଓ କଲରେ ମହିଳା କରୁଥିଲେ ରୋମାନ୍ସ; ଅଚାନକ ଏପରି ସମସ୍ୟା ହେଲା ଯିବାକୁ ପଡ଼ିଲା ହସ୍ପିଟାଲ୍! ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ପ୍ରେମିକ ସହିତ ଭିଡିଓ କଲ୍ ରେ ରୋମାନ୍ସ କରିବା ଜଣେ ମହିଳାଙ୍କୁ ଭାରି ପଡ଼ିଛି । କୋଭିଡ୍ ସମୟରେ ଏହି ପ୍ରେମୀ ଯୁଗଳ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ରହୁଥିଲେ । ତେଣୁ ଭିଡିଓ କଲ୍ ରେ ଦେଖା ଦେଖି କଥାବାର୍ତ୍ତା ଚାଲିଥିଲା । କାରଣ ଏହାହିଁ ହେଉଛି ଶେଷ ଉପାୟ । ତେବେ ଇଂଲଣ୍ଡର ଜଣେ ମହିଳା ଏହି ମାମଲାରେ ଚର୍ଚ୍ଚାକୁ ଆସିଛନ୍ତି । ଏହିପରି ଭିଡିଓ କଲ୍ ରେ ରୋମାନ୍ସ କରୁଥିବା ସମୟରେ ଏପରି ଏକ ସମସ୍ୟା ହେଲା ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଲା ।

ସେଣ୍ଟ୍ରାଲ୍ ଲଣ୍ଡନରେ ରହୁଥିବା ୨୧ ବର୍ଷୀୟା ମହିଳା ରୋଜି ସନସାଇନ୍ ଙ୍କ ସହିତ କିଛି ଏପରି ଘଟଣା ଘଟିଛି ଯାହା ତାଙ୍କୁ ବେଡରୁମ୍ ରୁ ହସ୍ପିଟାଲରେ ପହଞ୍ଚାଇ ଦେଇଛି । ଡେଲୀ ଷ୍ଟାର୍ ର ରିପୋର୍ଟ ଅନୁସାରେ, ରୋଜି ନିଜର ଦୂରରେ ରହୁଥିବା ପ୍ରେମିକ ସହିତ ଭିଡିଓ କଲ୍ ରେ କଥା ହେଉଥିଲେ । ଏହିପରି ଭାବରେ କଥା ହେଉ ହେଉ ଦୁହେଁ ରୋମାଣ୍ଟିକ୍ ହୋଇପଡ଼ିଥିଲେ । ରୋଜି ରୋମାଣ୍ଟିକ୍ ହୋଇ ଆଡଲ୍ଟ ଟୟ୍ ବ୍ୟବହାର କରୁଥିଲେ । ହେଲେ ଏହା ତାଙ୍କର ସବୁଠାରୁ ବଡ଼ ଭୁଲ୍ ସାବ୍ୟସ୍ତ ହେଲା ।

ସୂଚନା ଯେ, ରୋଜି ଯେତେବେଳେ ଆଡଲ୍ଟ ଟୟ୍ ର ବ୍ୟବହାର କରୁଥିଲେ ସେ ସମୟରେ ତାହା ତାଙ୍କ ଗୁପ୍ତାଙ୍ଗରେ ଫସି ରହିଗଲା । ଖୁବ୍ ଚେଷ୍ଟା କରିବା ପରେ ଗୁପ୍ତାଙ୍ଗରୁ ବାହାରିଲା ନାହିଁ । ଏହାପରେ ସେ ନିଜର ଫ୍ଲାଟମେଟ୍ ସହିତ ହସ୍ପିଟାଲକୁ ଯାଇଥିଲେ । ତାଙ୍କ ପାଇଁ ଏହା ଖୁବ୍ ଲଜ୍ଜାଜନକ ଘଟଣା ଥିଲା । ଯେତେବେଳେ ଡାକ୍ତର ଏକ୍ସରେ କରାଇଥିଲେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶରୀର ଭିତରକୁ ୧୦ ସେଣ୍ଟିମିଟର୍ ଲମ୍ବ ଓ ୨ ସେମି ଚଉଡ଼ାର ଏକ ସିଲିକନ୍ ଟୟ ଫସି ରହିଥିବା ଦେଖିବାକୁ ମିଳିଥିଲା । ଅନେକ ଚେଷ୍ଟା ପରେ ତାକୁ ଶରୀରରୁ ବାହାର କରାଯାଇଥିଲା ।

Get real time updates directly on you device, subscribe now.