fbpx

ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ଜାରି ହେଲା ନିଃଶୁଳ୍କ ନମ୍ବର

ଭୁବନେଶ୍ୱର, ୩୧ା୧(ଓଡ଼ିଶା ଭାସ୍କର): ମହିଳା ବସ୍ ଯାତ୍ରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । ନିଃଶୁଳ୍କ ନମ୍ବର ଜାରି କରିଛି କମିସନରେଟ ପୋଲିସ । ନମ୍ବର ଗୁଡ଼ିକ ହେଉଛି ୧୦୦, ୦୬୭୪-୨୫୪୩୫୪୧, ୯୪୩୭୫୮-୧୫୭୫ । ଅସୁବିଧାରେ ଥିଲେ ମହିଳାମାନେ ଏହି ନମ୍ବରରେ ୯୪୩୭୫୮୧୫୭୫ ହ୍ୱାଟ୍ସଆପ ମଧ୍ୟ କରିପାରିବେ । ପୁରୀ-କଟକ-ଭୁବନେଶ୍ୱର ବସ୍ ଯାତ୍ରୀଙ୍କ ପାଇଁ ନମ୍ବର ଜାରି ହୋଇଛି ।

Get real time updates directly on you device, subscribe now.