fbpx
BJD SKY
BJD SKY

ବିଶ୍ୱର ସେୟାର ବଜାର ଉପରେ ଚଢ଼କ, ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ସଂପତ୍ତିରେ ୫୫ ବିଲିୟନ୍‌ ଡଲାରରୁ ଅଧିକ କ୍ଷତି

BJD

ନୂଆଦିଲ୍ଲୀ : ଆମେରିକା ସମେତ ସାରା ବିଶ୍ୱର ସେୟାର ବଜାର ଉପରେ ପଡ଼ିଛି ଚଡ଼କ । ଏହାର ସବୁଠୁ ଅଧିକ କ୍ଷତି ବିଶ୍ୱର ଶ୍ରେଷ୍ଠ ଧନୀଶ୍ରେଣୀୟ ବ୍ୟକ୍ତିଙ୍କୁ ଉଠାଇବାକୁ ପଡ଼ୁଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ସଂପତ୍ତିରେ ୫୫ ବିଲିୟନ୍‌ ଡଲାରରୁ ଅଧିକ କ୍ଷତି ହୋଇଛି । ବିଶ୍ୱର ଶ୍ରେଷ୍ଠ ଧନୀ ଭ।।ବେ ପରିଚିତ ଏଲନ୍‌ ମସ୍କ ଓ ଭାରତ ତଥା ଏସିଆର ଶ୍ରେଷ୍ଠ ଧନୀ ଗୌତମ ଆଦାନୀଙ୍କ ସଂପତ୍ତିରେ ବିୁଳ କ୍ଷତି ହୋଇଛି । ଏଲନ୍‌ ମସ୍କଙ୍କ ୧୮.୭ ବିଲିୟନ୍‌ ଡଲାର କ୍ଷତି ହୋଇଥିବା ବେଳେ ଗୌତମ ଆଦାନୀଙ୍କ ସଂପତ୍ତିରେ ୧୧.୬ ବିଲିୟନ ଡଲାର କ୍ଷତି ହୋଇଛି ।

Get real time updates directly on you device, subscribe now.