fbpx

(Video)ବିଶ୍ୱର ସବୁଠୁ ଲମ୍ବା କାର୍, ଏକାବେଳକେ ବସି ପାରିବେ ୭୫ ଜଣ

ନୂଆଦିଲ୍ଲୀ: ଆପଣ ମାନେ ରାସ୍ତାରେ ଅନେକ ପ୍ରକାର ଗାଡ଼ି ଦେଖିଥିବେ । ସମୟେ ସମୟେ ଆମେ ଗାଡ଼ି ସବୁର ଡିଜାଇନ୍ ଦେଖି ଆଶ୍ଚର୍ଯ୍ୟ ହୋଇଥାଉ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ରାସ୍ତାରେ ଚାଲୁଥିବା ଗାଡ଼ି ବିଷୟରେ କହିବୁ ଯେଉଁଥିରେ ୭୫ ଜଣ ଲୋକ ବସି ଯାତ୍ରା କରିପାରିବେ । ଏହା ହେଉଛଇ ଦୁନିଆର ସବୁଠାରୁ ଲମ୍ବା କାର୍ । ଆପଣ ଏହାକୁ ପୂରା ଦେଖିବାକୁ ହେଲେ ଲମ୍ବା ରାସ୍ତା ଚାଲିବାକୁ ପଡ଼ିବ । ଦେଖନ୍ତୁ ଫଟୋ ଏବଂ ଭିଡିଓ…

Get real time updates directly on you device, subscribe now.