BUSINESSTOP STORIES

ବିଶ୍ୱବ୍ୟାଙ୍କର ଆକଳନ, ଭାରତର ଜିଡିପି ୭.୩ ରହିବ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧି ରାଜନୈତିକ ଦଳଗୁଡିକ ଟାର୍ଗେଟ କରିଚାଲିଥିବା ବେଳେ ବିଶ୍ୱବ୍ୟାଙ୍କର ଏକ ରିପୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛି । ୨୦୧୮-୧୯ ଆର୍ଥୀକ ବର୍ଷରେ ଭାରତର ଜିଡିପିର ୭.୩ ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି । ଏହାସହ ଭାରତର ଜିଡିପି ଆଗାମୀ ୨ ବର୍ଷ ମଧ୍ୟରେ ୭.୫ରେ ପହଞ୍ଚିଯିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି । ଭାରତ ବିଶ୍ୱରେ ସବୁଠାରୁ ଦୃତ ଅଭିବୃଦ୍ଧଶାଳୀ ଅର୍ଥନୀତୀ ବୋଲି ବିଶ୍ୱବ୍ୟାଙ୍କ ନିଜ ରିପୋର୍ଟରେ ଦର୍ଶାଇଛି ।

Show More

Leave a Reply

Your email address will not be published. Required fields are marked *

Related Articles