ବର୍ଷା-ଅନୁଭବ ବିବାଦ: ହାଇକୋର୍ଟରୁ ପିଟିସନ୍ ପ୍ରତ୍ୟାହାର କଲେ ବର୍ଷା

କଟକ(ଭାସ୍କର ନ୍ୟୁଜ୍): ସାଂସଦ ଅନୁଭବ ମହାନ୍ତି -ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବିବାହ ବିଚ୍ଛେଦ ମାମଲାରେ ଅନୁଭବଙ୍କ ସାନି ସାକ୍ଷ୍ୟଗ୍ରହଣ ପାଇଁ ଆବେଦନ କରିଥିଲେ ବର୍ଷା । ନିମ୍ନ ଅଦାଲତରେ ଆବେଦନ ଅଗ୍ରାହ୍ୟ ହେବାରୁ ବର୍ଷା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ବୁଧବାର ସେ ଏହି ଆବେଦନକୁ ପ୍ରତ୍ୟାହାର କରିଛନ୍ତି ।