fbpx
BSKY SKY
BSKY SKY

VIMSAR ପକ୍ଷରୁ ବାହାରିଲା ୧୧୩ଟି ପଦବୀ

BSKY

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ଖବର ଆସିଛି । ବୀର ସୁରେନ୍ଦ୍ର ସାଏ ଚିକିତ୍ସା ବିଜ୍ଞାନ ଓ ଗବେଷଣା ଅନୁଷ୍ଠାନ (ଭୀମସାର) ପକ୍ଷରୁ ଅନେକ ପଦବୀ ପାଇଁ ନିଯୁକ୍ତି ବାହାରିଛି । ଏଥିରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ଏଥିରେ ଆବେଦନ କରିବାକୁ ହେଲେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୧ ହଜାର ଟଙ୍କା ଅନଲାଇନ୍ରେ ଜମା କରିବାକୁ ପଡ଼ିବ । ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୪୫ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଏମଡି / ଏମଏସ / ଡିଏନବି / ଏମସିଆଇ / ଏନଏମସି / ଡିଏମ / ଏମ.ସିଏଚ / ଏମ.ଏସସି ହୋଇଥିବା ଆବଶ୍ୟକ । ଆସନ୍ତା ୨୩ ତାରିଖ ସକାଳ ୧୦ଟା ଠାରୁ ୧୨.୩୦ ମଧ୍ୟରେ ଇଣ୍ଟରଭ୍ୟୁ କରାଯିବ । ସିନିୟର ରେସିଡେଣ୍ଟ / ଟ୍ୟୁଟର ପାଇଁ ମୋଟ ୧୧ଟି ପଦବୀ ବାହାରିଛି ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/11/Notification-VIMSAR-Sr.-Resident-Tutor-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.vimsar.ac.in/

Get real time updates directly on you device, subscribe now.