fbpx

ସର୍ଟ ସର୍କିଟରୁ ନିଆଁ ଲାଗି ଜଳିଗଲା ୧୨ ବଖରା ଘର

କେନ୍ଦ୍ରାପଡ଼ା: ସର୍ଟ ସର୍କିଟ୍ ଯୋଗୁଁ ୧୨ ବଖରାରୁ ଉଦ୍ଧ୍ୱର୍ ଘର ପୋଡ଼ି ପାଉଁଶ । ସର୍ବସ୍ୱାନ୍ତ ହେଲେ ୫ ପରିବାର । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଇନ୍ଦୁପର ମଲ୍ଲିକ୍ ସାହିରେ । ସୂଚନା ମୂତାବକ ସର୍ଟ ସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟଣା ଘଟିଛି ।

Get real time updates directly on you device, subscribe now.