fbpx

୧୫ ଡିଗ୍ରୀ ତଳେ ରାଜ୍ୟର ୧୩ ସହର

ଭୁବନେଶ୍ୱର,୨୫ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ୧୫ ଡିଗ୍ରୀ ତଳେ ରହିଛି ୧୩ଟି ସହର । ୮.୫ ଡିଗ୍ରୀ ସହ ଦାରିଙ୍ଗବାଡି ହୋଇଛି ସବୁଠାରୁ ଥଣ୍ଡା ସହର । ଏହା ସହ ସୁବର୍ଣ୍ଣପୁରରେ ୯.୪, ଫୁଲବାଣୀରେ ୧୦.୫, ଅନୁଗୁଳରେ ୧୧ଡିଗ୍ରୀ, ବାରିପଦାରେ ଓ କେନ୍ଦୁଝରରେ ୧୨ଡିଗ୍ରୀ, ଝାରସୁଗୁଡାରେ ୧୨.୨, ଭବାନୀପାଟଣାରେ ୧୨.୨, ତାଳଚେରରେ ୧୨.୩, କୋରାପୁଟରେ ୧୨.୬, ବୌଦ୍ଧ ଓ କଟକରେ ୧୪ଡିଗ୍ରୀ, ବଲାଙ୍ଗୀରରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହ ଭୁବନେଶ୍ୱର ସହରର ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ ହୋଇଛି ।

Get real time updates directly on you device, subscribe now.