ଭୁବନେଶ୍ୱର,୨୨ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୯୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୦୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୦୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୬,୦୯୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 21st October
New Positives Cases: 1913
In quarantine: 1109
Local contacts: 804(Details of local contacts will be shared by concerned District Administration)
District Wise Cases:
1. Angul: 106
2. Balasore: 73
3. Bargarh: 63
4. Bhadrak: 46
5. Balangir: 63— I & PR Department, Odisha (@IPR_Odisha) October 22, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୫୪ ଓ କଟକରୁ ୧୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 92
23. Nawarangpur: 41
24. Nayagarh: 33
25. Nuapada: 63
26. Puri: 55
27. Rayagada: 14
28. Sambalpur: 50
29. Sonepur: 20
30. Sundargarh: 99
31. State Pool: 50New recoveries: 2716
Cumulative Tested: 4199508
Positive: 276094
Recovered: 254913
Active cases: 19932— I & PR Department, Odisha (@IPR_Odisha) October 22, 2020