fbpx

ତେଣ୍ଟା ମାଡରେ ଚାଲିଗଲା ୨ ଜୀବନ, ୭ ଗୁରୁତର

ପୁରୀ,୧୧ ।୧୦(ଓଡିଶା ଭାସ୍କର): ପୁରୀ ବ୍ରହ୍ମଗିରି ତିମିରିସେନା ଗାଁରେ ହୋଇଛି ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । କୁରାଢି ଓ ତେଣ୍ଟାରେ ହୋଇଥିବା ଆକ୍ରମଣ । ତେବେ ପିଇବା ପାଣିକୁ କେନ୍ଦ୍ର କରି ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଏନେଇ ଗାଁରେ ୨ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି । ଅନ୍ୟପଟେ ମୃତକ ୨ ଜଣ ହେଉଛନ୍ତି କାଳିଆ ଭୋଇ ଓ ସୁରିଆ ଭୋଇ ।

Get real time updates directly on you device, subscribe now.