fbpx

୨ ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ନୋବେଲ କମିଟି ପକ୍ଷରୁ ୨୦୨୧ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଶାନ୍ତି ପାଇଁ ୨ ସାମ୍ବାଦିକଙ୍କୁ ଦିଆଯିବ ନୋବେଲ ପୁରସ୍କାର । ୨ ସାମ୍ବାଦିକଙ୍କୁ ମିଳିତ ଭାବେ ମିଳିବ ନୋବେଲ ଶାନ୍ତି ପୁରସ୍କାର । ସେହି ୨ ସାମ୍ବାଦିକ ହେଉଛନ୍ତି ମାରିଆ ରେସା ଓ ଦିମିତ୍ରି ମୁରାତୋଭ । ବାକ୍ ସ୍ୱାଧୀନତା ପାଇଁ ଉଭୟ ସାମ୍ବାଦିକଙ୍କ ନୋବେଲ ପୁରସ୍କାର ମିଳିବ । ତେବେ ନୋଭାଜା ଗେଜାଟା ସମ୍ବାଦପତ୍ରର ପ୍ରତିଷ୍ଠାତା ହେଉଛନ୍ତି ଦିମିତ୍ର ମୁରାତୋଭ ।

Get real time updates directly on you device, subscribe now.