ମାଲକାନଗିରି: ଏନକାଉଣ୍ଟରେ ୨ ହାର୍ଡକୋର ମାଓବାଦୀ ନିହତ । ସୀମାନ୍ତ ଛତିଶଗଡ଼ ବିଜାପୁର ପୋଲିସକୁ ବଡ଼ ସଫଳତା ।
ଦାନ୍ତେୱାଡା-ବିଜାପୁର ସୀମାନଙ୍କ ଇନ୍ଦ୍ରାବତୀ ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା । ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ।
ଆହୁରି ମାଓବାଦୀ ନିହତ ହୋଇଥିବା ସନ୍ଦେହ କରାଯାଉଛି । ଅତ୍ୟାଧୁନିକ ହତିଆର ସାଗ୍ରୀ ସାଙ୍ଗକୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ।
ଅପରେସନରେ 400ରୁ ଅଧିକ ଯବାନ ସାମିଲ।