fbpx

ନିଲମ୍ବିତ ହେଲେ ୨ ପିଇଓ

ବାଲେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ସରକାରୀ ଯୋଜନାର ଅର୍ଥ ହେରାଫେର କରିଥିବା ୨ ପିଇଓଙ୍କ ନାମରେ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକର ସମ୍ପୃକ୍ତ ୨ ପିଇଓଙ୍କୁ ଏନେଇ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ତେବେ ନିଲମ୍ବିତ ହୋଇଥିବା ୨ ପିଇଓଙ୍କ ନାମକ ହେଉଛି ଖୁଦିରାମ ଟୁଡୁ ଓ ପ୍ରଶାନ୍ତ ସିଂ ।

Get real time updates directly on you device, subscribe now.