fbpx

ଅଳିଆଗଦାକୁ ଯିବ ୨୦ ଲକ୍ଷ ଗାଡି: କାହିଁକି ଏବଂ କେଉଁ ଗାଡିକୁ କରାଯିବ ସ୍କ୍ରାପିଙ୍ଗ?

Advertisement

ଭୁବନେଶ୍ୱର: ରାଜ୍ୟରେ ଏବେ ଗାଡିଚାଳକମାନଙ୍କୁ ଲାଗିବ ଏକ ଶକ୍ତ ଝଟକା । ଓଡିଶାର ମୋଟ ୨୦ ଲକ୍ଷରୁ ଅଧିକ ଗାଡି ବର୍ତ୍ତମାନ ସ୍କ୍ରାପ ହେବାକୁ ଯାଉଛି । ୧୫ ବର୍ଷରୁ ଅଧିକ ଏବଂ ଫିଟନେସ ନଥିବା ଗାଡିଗୁଡିକର ଠିକଣା ପାଲଟିବ ଅଳିଆ ଗଦା । ରାଜ୍ୟର ମୋଟ ୨୦ ଲକ୍ଷ ୨୯ ହଜାର ୫୦୦ ଗାଡିକୁ ଏହି ତାଲିକାର ଅନ୍ତର୍ଭୁୁକ୍ତ କରାଯାଇଛି । ଏ ସମସ୍ତ ଗାଡିକୁ ସ୍କ୍ରାପିଙ୍ଗ କରାଯିବ ବୋଲି ଜାଣିବାକୁ ମିଳିଛି । ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଏମିତି ଉତ୍ତର ରଖିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ତେବେ ଆସନ୍ତା କିଛି ଦିନ ମଧ୍ୟରେ ଏହି ସମସ୍ତ ଗାଡି ଚଳାଚଳ ଉପରେ ରୋକ ଲଗାଇ ଦିଆଯିବ ।

Get real time updates directly on you device, subscribe now.