ଭୁବନେଶ୍ୱର,୫ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୬୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୨୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୬ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୫,୩୩୦ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 4th October
New Positives Cases: 2617
In quarantine: 1521
Local contacts: 1096(Details of local contacts will be shared by concerned District Administration)
District Wise Cases
1. Angul: 115
2. Balasore: 79
3. Bargarh: 148
4. Bhadrak: 49
5. Balangir: 109— I & PR Department, Odisha (@IPR_Odisha) October 5, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡରୁ ୧୪୮, କଟକରୁ ୧୩୬, ବଲାଙ୍ଗିରରୁ ୧୦୯, କେନ୍ଦ୍ରାପଡାରୁ ୧୩୨, କେନ୍ଦୁଝରରୁ ୧୦୭, ମୟୂରଭଞ୍ଜରୁ ୧୦୧, ପୁରୀରୁ ୭୯, ସମ୍ବଲପୁରରୁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 101
23. Nawarangpur: 59
24. Nayagarh: 38
25. Nuapada: 58
26. Puri: 79
27. Rayagada: 26
28. Sambalpur: 106
29. Sonepur: 23
30. Sundargarh: 91
31. State Pool: 106New Recoveries: 4108
Cumulative Tested: 3482402
Positive: 235330
Recovered: 202302
Active Cases: 32051— I & PR Department, Odisha (@IPR_Odisha) October 5, 2020