ଭୁବନେଶ୍ୱର,ଭୁବନେଶ୍ୱର,୬ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୬୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୫୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୧୯ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮,୦୦୩ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 5th October
New Positives Cases: 2673
In quarantine: 1554
Local contacts: 1119(Details of local contacts will be shared by concerned District Administration)
District Wise Cases
1. Angul: 126
2. Balasore: 70
3. Bargarh: 68
4. Bhadrak: 97
5. Balangir: 93— I & PR Department, Odisha (@IPR_Odisha) October 6, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୪୮ ଓ କଟକରୁ ୨୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 100
23. Nawarangpur: 72
24. Nayagarh: 35
25. Nuapada: 159
26. Puri: 124
27. Rayagada: 11
28. Sambalpur: 73
29. Sonepur: 69
30. Sundargarh: 88
31. State Pool: 86New Recoveries: 4098
Cumulative Tested: 3524242
Positive: 238003
Recovered: 206400
Active Cases: 30610— I & PR Department, Odisha (@IPR_Odisha) October 6, 2020