fbpx

୨୮କୋଟି ପିଏଫ୍‌ ଖାତାଧାରକଙ୍କ ଡାଟା ଅନ୍‌ଲାଇନ୍‌ରେ ଲିକ୍‌, ଆଧାରରଠୁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନେଇ ଗଲେ ହ୍ୟାକର

ନୂଆଦିଲ୍ଲୀ: ଯଦି ଆପଣ ବି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ରେ ସାମିଲ ଅଛନ୍ତି ତେବେ ଆପଣଙ୍କ ପାଇଁ ବଡ଼ ଖବର । ଏକ ରିପୋର୍ଟରେ ଦାବି କରାଯାଇଛି କି ପାଖାପାଖି ୨୮କୋଟି ପିଏଫ୍‌ ଖାତାଧାରକଙ୍କ ଡାଟା ଅନ୍‌ଲାଇନ୍‌ରେ ଲିକ୍‌ ହୋଇଯାଇଛି । ଏଥିରେ ଆଧାରରୁ ଠୁ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସକୁ ବି ସାମିଲ କରାଯାଇଛି । ୟୁକ୍ରେନ୍‌ ସାଇବର ସିକ୍ୟୁ ରିଟି ରିସର୍ଚ୍ଚର ବୋବ୍‌ ଡିୟାଚେଙ୍କୋ ଦାବି କରିଛନ୍ତି କି ଦୁଇଟି ପୃଥକ ପୃଥକ୍‌ ଆଇପି ଏଡ୍ରେସ୍‌ ମାଧ୍ୟମରେ ଅଗଷ୍ଟ ପ୍ରଥମ ସପ୍ତାହରେ ପିଏଫ୍‌ ଖାତାଧାରକଙ୍କ ଡାଟା ଲିକ୍‌ କରାଯାଇଛି ।

Get real time updates directly on you device, subscribe now.