fbpx

କରୋନାରେ ଚାଲିଗଲା ୨୮୬ ଜୀବନ

ନୂଆଦିଲ୍ଲୀ, ୩୦ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୮୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୪୩୯କୁ ବୃଦ୍ଧି ପାଇଛି ।

ତେବେ ସକ୍ରିୟ ଆକ୍ରାନ୍ତ ୨ ଲକ୍ଷ ୬୨ ହଜାର ୨୭୨ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୯୮ ଲକ୍ଷ ୩୪ ହଜାର ୧୪୧ ରହିଥିବା ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.