fbpx
BJD SKY
BJD SKY

ବରଯାତ୍ରୀ ନେଇ ଫେରୁଥିବା ବସକୁ ୩.୭୦ ଲକ୍ଷ ଫାଇନ୍

BJD

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ବରଯାତ୍ରୀ ନେଇ ଫେରୁଥିବା ବସ ଉପରେ ଲାଗିଲା ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ୍ । ଝାଡ଼ଖଣ୍ଡରୁ ସୁନ୍ଦରଗଡ଼ ଫେରୁଥିବା ବେଳେ ଘରୋଇ ବସ୍ ଉପରେ ଲାଗିଛି ଜୋରିମାନା । ପରମିଟ୍, ଲାଇସେନ୍ସ, ପଲ୍ୟୁସନ୍ ଆଦି ନଥିବାରୁ ଜରିମାନା ଲାଗିଥିବା ଜଣାପଡିଛି ।

ଟ୍ୟାକ୍ସ ଦେଇନଥିବା ଅଭିଯୋଗରେ ୩ ଲକ୍ଷ ୪୨ ହଜାର ଟଙ୍କା ଫାଇନ ଲାଗିଛି । ସଦର ଥାନା କରମଡିହି ନିକଟରେ ଚେକିଂ ବେଳେ ଫାଇନ ଆଦାୟ ହୋଇଛି । ଏହା ସହ ବସକୁ ଅଟକ ରଖାଯାଇଛି ।

Get real time updates directly on you device, subscribe now.