fbpx

ଯବାନ-ମାଓବାଦୀ ମୁହାଁମୁହିଁ: ଏନକାଉଣ୍ଟରରେ ୩ ମାଓବାଦୀ ନିପାତ

ଛତିଶଗଡ଼: ଛତିଶଗଡ଼ କାଙ୍କେରରେ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ଏନକାଉଣ୍ଟରରେ ୩ ଜଣ ମାଓବାଦୀ ନିପାତ ହୋଇଛନ୍ତି । ୨ଟି ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି । କୋଇଲିବେଡ଼ା ହୁରତରାଇ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମାଓବାଦୀ ଏବଂ ଯବାନ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୩ ଜଣ ମାଓବାଦୀ ନିପାତ ନେଇ କାଙ୍କେର ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.