fbpx
BJD
BJD SKY
BJD SKY

Big Breakin: ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଯାଯପୁର: ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଚଳନ୍ତା ଟ୍ରକ ସହ ପିଟିହୋଇ ୩ ବାଇକ ଆରୋହୀ ମୃତ । ଯାଯପୁରର କଳିଙ୍ଗନଗର ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଏହି ଦୁର୍ଘଟଣାଟି ଘଟିଛି ।

ସୂଚନା ଅନୁଯାୟୀ, ୩ ଜଣ ବାଇକଆରୋହୀ ଏକ ଚଳାନ୍ତା ଟ୍ରକ ସହ ପିଟି ହୋଇଥିଲେ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.