fbpx

ରାଜ୍ୟରେ ଆଉ ୩ କରୋନା ପଜେଟିଭ,ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ ରେ ପଂହଚିଲା

ଭୁବନେଶ୍ୱର:୩୦ ।୪(ଓଡିଶା ଭାସ୍କର):ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୨୮ରେ ପଂହଚିଛି । ଗତକାଲି ଏହି ସଂଖ୍ୟା ୧୨୫ ଥିଲା । ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି ।

ସବୁ ରୋଗୀ ଯାଜପୁର ଅଂଚଳର । ଏହା ସହ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପଂହଚିଛି ।

Get real time updates directly on you device, subscribe now.