fbpx

୪ଟି ବସ୍‌ରେ ଲାଗିଗଲା ନିଆଁ , ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ଘଟିଲା ଅଘଟଣ

ଭୁବନେଶ୍ୱର: ୪ଟି ବସ୍‌ରେ ଲାଗିଲା ନିଆଁ । ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ୪ଟି ବସ୍‌ରେ ନିଆଁ ଲାଗିଯାଇଥିଲା । ଏହି ଅଘଟଣ ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଅଞ୍ଚଳରେ । ସମସ୍ତ ବସ୍ ଜଣେ ମାଲିକଙ୍କର ବୋଲି ଜଣାପଡିଛି । ସୌଭାଗ୍ୟବଶତଃ ନିଆଁ ଲାଗିବା ବେଳେ ବସ୍‌ରେ କେହି ଯାତ୍ରୀ ନ ଥିଲେ । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି ।

Get real time updates directly on you device, subscribe now.