fbpx

(ଭିଡ଼ିଓ )ହିରୋ ହେଉ ହେଉ ପାଲଟି ଗଲେ ଜିରୋ ,ଭିଡ଼ିଓ ଭାଇରଲ ହେବ ପରେ କାଟିଲା ଚାଲାଣ

ବର୍ତ୍ତମାନ ସୋସିଆଲ ମିଡିଆରେ ନିଜକୁ ଭାଇରାଲ ହେବାର ଇଚ୍ଛା ଲୋକମାନଙ୍କୁ ବାଇଆ କରି ଦେଲାଣି । ସେଥିପାଇଁ ସେମାନେ ଦିନକୁ ଦିନ ଏମିତି ଭିଡିଓ କରି ସେୟାର କରୁଛନ୍ତି ଯାହାକୁ ଦେଖିଲେ ସେଥିରୁ କିଛି ଶିକ୍ଷା ମିଳିବା ଦୂର କଥା ଏଥିରୁ ଲୋକମାନେ ଖରାପ ବାର୍ତ୍ତା ଗ୍ରହଣ କରୁଛନ୍ତି । ତେବେ ଏହି ଭଳି କାର୍ଯ୍ୟକୁ ରୋକିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ନିରନ୍ତର ପ୍ରୟାସ କରାଯାଇଛି ।

ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଗାଡି ଚଳାଉଥିବାର ଦେଖିବାକୁ ମିଳିଛି । ତେବେ ସେ ଏହି ଗାଡିକୁ ସାଧାରଣ ମଣିଷଙ୍କ ପରି ନୁହେଁ ଯେପରି ଷ୍ଟଣ୍ଟ କରୁଥିବା ଭଳି ଚଳାଉଥିଲେ । ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡିଛି । ଏଥିପାଇଁ ତାଙ୍କୁ ଚାଲାଣ ଭରିବାକୁ ପଡିଛି । ତେବେ ଏହି ଭିଡିଓଡି ୨୮ ସେକେଣ୍ଡର ହୋଇଥିବା ବେଳେ ଏହାକୁ ଦୁର୍ଗ ପୋଲିସ ନିଜ ଟ୍ୱିଟର ହ୍ୟାଲେଣ୍ଡରେ ସେୟାର କରିଛି । ଏଥିପାଇଁ ୪୨୦୦ ଟଙ୍କା ସେ ଚାଲାଣ ଭରିଛନ୍ତି ।

ସୋସିଆଲ ମିଡିଆରେ ଏହିଭଳି ଅନେକ ଭିଡିଓ ଭାଇରାଲ ହେଉଛି ।ଆପଣ ଯଦି କିଛି ଶିଖୁ ନାହାନ୍ତି ଦୟାକରି ଏଭଳି ଖରାପ କାମକୁ ପ୍ରସୟ ଦିଅନ୍ତୁ ନାହିଁ ।

Get real time updates directly on you device, subscribe now.