fbpx

Big Breaking: ଗୋଟିଏ ପରିବାରର ୫ ଝୁଲନ୍ତା ମୃତଦେହ ଉଦ୍ଧାର

Advertisement

ଭୋପାଲ: ଏକ ବନ୍ଦ କୋଠରୀରୁ ଗୋଟିଏ ପରିବାରର ୫ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାଟି ମଧ୍ୟପ୍ରଦେଶ ଅଲିରାଜପୁର ଜିଲ୍ଲା ରାଉଡି ଗାଁରୁ ସାମ୍ନାକୁ ଆସିଛି । ଦମ୍ପତ୍ତିଙ୍କ ସହ ୩ଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଚାଲିଛି ।

Get real time updates directly on you device, subscribe now.