fbpx

Big Breaking: ୫ ଜଣ ମାଓବାଦୀଙ୍କ ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ: ଛତିଶଗଡ଼ ନାରାୟଣପୁରରେ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି । ମୁଁଗେଡ଼ି-ଗୋବେଲ ଅଞ୍ଚଳରେ ଗୁଳିବିନିମୟ ଘଟିଛି । ଏଥିରେ ୫ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅନୂପକ୍ଷେ ଏହି ଗୁଳିମୟରେ ୩ ଜଣ ଡିଆରଜି ଯବାନ ଆହତ ହୋଇଛନ୍ତି ।

Get real time updates directly on you device, subscribe now.