fbpx

ରାଜଧାନୀର ବିଦ୍ୟାଳୟ ପରିଦର୍ଶନ କଲେ ୫ଟି ସଚିବ

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ଆଜି ସକାଳୁ ୫ଟି ସଚିବ ଭି.କେ. ପାଣ୍ଡିଆନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ସେ ରାଜଧାନୀର ୫ଟି ବିଦ୍ୟାଳୟକୁ ବୁଲି ଦେଖିଛନ୍ତି । ସେଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ୟୁନିଟି-୬, ୟୁନିଟ-୧, କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୯ ବାଳିକା ବିଦ୍ୟାଳୟ, ଆଇଆରସି ଭିଲେଜକୁ ପରିଦର୍ଶନ କରିଥିଲେ ।

ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ହାଇସ୍କୁଲରେ ଥିବା ଲାଇବ୍ରେରିଂ, କ୍ଲାସ ରୁମ, ଖେଳ ପଡ଼ିଆ, ଡ୍ରଇଂ ରୁମ ଆଦିକୁ ଦେଖିଥିଲେ । ଏହା ସହ ମୋ ସ୍କୁଲ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ।

Get real time updates directly on you device, subscribe now.