fbpx

ନିୟମ ଉଲ୍ଲଙ୍ଘନ କରି ୬ଗିରଫ

ଭଦ୍ରକ, ୨ା୪(ଓଡ଼ିଶା ଭାସ୍କର): କରୋନା ନେଇ ସାରା ବିଶ୍ୱ ଏବେ ଭୟଭୀତ ଅବସ୍ଥାରେ ରହିଛି । ତେଣୁ କରୋନା ନେଇ କୌଣସି ପ୍ରକାର ଗୁଜବ ଖବର ଭାଇରାଲ ନକରିବାକୁଏବଂ ତାଲାବନ୍ଦ ପାଳନ କରିବାକୁ ସରକାର କହିଥିଲେ । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶ ହୋଇଥିଲା । ଏହାରି ମଧ୍ୟରେ ଆଜି ସୋସିଆଲ ମିଡ଼ିଆରେ ଗୁଜବ ସୃଷ୍ଟିକରି ଧାମାରା ପୋଲିସଙ୍କ ଦ୍ୱାରା ଜଣେ ଗିରଫ ହୋଇଥିବା ନେଇ ସୂଚନା ମିଳିଛି । ସେହିପରି ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୫ଜଣଙ୍କୁ ଗିରଫ କରିଛି ବାସୁଦେବପୁର ପୋଲିସ ।

Get real time updates directly on you device, subscribe now.