fbpx

୭୨ଘଣ୍ଟା ସଟଡାଉନ ରହିବ ରାୟଗଡ଼ା ଜିଲ୍ଲା

ରାୟଗଡ଼ା, ୧ା୮(ଓଡ଼ିଶା ଭାସ୍କର): ରାୟଗଡ଼ା ଜିଲ୍ଲା ୭୨ଘଣ୍ଟା ପାଇଁ ସଟଡାଉନ ରହିବ । ସଟଡ଼ାଉନ ରଖିବା ନେଇ ଘୋଷଣା କରିଛନ୍ତି ଜିଲ୍ଳାପାଳ । ଆସନ୍ତାକାଲିଠାରୁ ମଙ୍ଗଳବାର ଯାଏଁ ସଟଡାଉନ ରହିବ । ଆଜି ଜିଲ୍ଲାରୁ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ୪୮ଘଣ୍ଟା ମଧ୍ୟ ବନ୍ଦ ରଖାଯିବ । କେବଳ ଜରୁରୀ ସେବା ଓ କାଜୁଆଲଟି ଖୋଲା ରହିବ ।

Get real time updates directly on you device, subscribe now.