ଭୁବନେଶ୍ୱର,୩୧ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 772 #COVID19 patients have recovered and are being discharged on 31.7.2020.
212 from Ganjam
116 from Cuttack
81 from Khurdha
68 from Keonjhar
41 from Koraput
31 from Rayagada
27 from Gajapati
24 from Sundergarh
21 from Jajpur
20 from Kalahandi— H & FW Dept Odisha (@HFWOdisha) July 31, 2020
19 from Nabarangpur
18 from Mayurbhanj
14 from Kandhamal
12 from Malkangiri
11 from Sambalpur
10 each from Bhadrak, Kendrapara & Puri
6 from Baragarh
5 from Bolangir
4 from Balasore
3 each from Boudh, Jagatsinghpur & Jharsuguda
1 each from Angul, Nayagarh & Sonepur— H & FW Dept Odisha (@HFWOdisha) July 31, 2020
ତେବେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି କଟକରେ ୧୧୬, ଖୋର୍ଦ୍ଧାରେ ୮୧, କେନ୍ଦୁଝରରେ ୬୮, କୋରାପୁଟରେ ୪୧, ରାୟଗଡାରେ ୩୧, ଗଜପତିରେ ୨୭, ସୁନ୍ଦରଗଡରେ ୨୪, ଯାଜପୁରରେ ୨୧, କଳାହାଣ୍ଡିରେ ୨୦ ଜଣ ସୁସ୍ଥ ହୋଇଛନ୍ତି ।