fbpx

୮ ସିଂହଙ୍କୁ କରୋନା !

ହାଇଦ୍ରାବାଦ ୦୪ । ୦୫ (ଓଡ଼ିଶା ଭାସ୍କର) : ୮ଟି ସିଂହଙ୍କୁ କରୋନା । ହାଇଦ୍ରାବାଦ ଚିଡ଼ିଆଖାନାରେ ୮ ଟି ବାଘକୁ କରୋନା ହୋଇଥିବା ଆଶଙ୍କା କରାଯଉଛି । ଲକ୍ଷଣ ଦେଖାଯିବ ପରେ ପରୀକ୍ଷା ପାଇଁ ନମୁନା ପଠାଯାଇଛି । ମେ’ ୨ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ଚିଡିଆଖାନା ବନ୍ଦ କରାଯାଇଥିଲା । ୪ଟି ସିଂହଙ୍କ ମଧ୍ୟରେ କରୋନା ଦେଖା ଯାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.