fbpx
BSKY SKY
BSKY SKY

ଓଡ଼ିଶାରେ ୯୮% ଓମିକ୍ରନ ଭୂତାଣୁରେ ସଂକ୍ରମିତ: ILS

BSKY

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କରୋନା ମହାମାରୀ ତୃତୀୟ ଲହର ଅବଶ୍ୟ ଏବେ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ଏହାରି ମଧ୍ୟରେ ଆଇଏଲଏସର ଏକ ରିପୋର୍ଟ ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୯୮% ଓମିକ୍ରନ ଭୂତାଣୁର ଆକ୍ରାନ୍ତ ହୋଇଛନ୍ତି । ୨୪୧ ଟି ନମୁନାକୁ ନେଇ ଅନୁଧ୍ୟାନ କରିଥିଲା ଆଇଏଲଏସ । ସେଥିରୁ ୨୩୫ ଟି ଓମିକ୍ରନର ଭୂତାଣୁ । ୨୩୫ ଭିତରୁ ୨୧୬ ଟି ହେଉଛି ବିଏ.୨ ଭୂତାଣୁ । ୧୨ ଟି ଭୂତାଣୁ ବିଏ.୧.୧ ଭୂତାଣୁ ଓ ୬ଟି ବିଏ.୧ ଭୂତାଣୁ । ଜାନୁଆରୀ ୨୭ରୁ ଫେବୃଆରୀ ୪ ମଧ୍ୟରେ ନମୁନା ସଂଗ୍ରହ ହୋଇଥିଲା ।

Get real time updates directly on you device, subscribe now.