fbpx

ଆକ୍ୱାରିୟମରେ ଏହି ରଙ୍ଗର ମାଛ ରଖିଲେ ଘରକୁ ଆସିବ ସୁଖ ଓ ସମୃଦ୍ଧି, ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ଘରେ ଆକ୍ୱାରିୟମ୍ ରଖିବାକୁ ଲେଶକେ ବେଶ୍ ପସନ୍ଦ କରୁଛନ୍ତି । କାରଣ ମାଛ ପହଁରୁଥିବା ଦେଖିଲେ ମନକୁ ଶାନ୍ତି ଓ ଘରକୁ ମଧ୍ୟ ସକାରାତ୍ମକତା ଆସିଥାଏ । ଏହି କ୍ରମରେ ଘରେ ଆକ୍ୱାରିୟମ୍ ରଖିବାର କିଛି ବିଶେଷ ନିୟମ ରହିଛି । ଯଦି ଆପଣ ତାକୁ ମାନୁଛନ୍ତି ତେବେ ଆପଣଙ୍କ ଘର ପାଇଁ ଅତ୍ୟନ୍ତ ଲାଭଦାୟକ ଓ ଶୁଭଦାୟକ ହେବ । ତେବେ ଆମେ ଆକ୍ୱାରିୟମ୍ ଅନେକ ରଙ୍ଗର ମାଛ ରଖିଥାଉ । ହେଲେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ବିଶେଷ ୂରଙ୍ଗର ମାଛ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଜାଣିବା ପାଇଁ ଦେଖନ୍ତୁ ପୂରା ଭିଡିଓଟିକୁ…..

Get real time updates directly on you device, subscribe now.