fbpx

ବାର୍ କାଉନସିଲ୍ ନିର୍ବାଚନ ପାଇଁ ନିର୍ଦ୍ଦେଶ, ୬ସପ୍ତାହ ଭିତରେ ଶେଷ କରାଯାଉ: ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ବାର୍ କାଉନସିଲ୍ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୬ ସପ୍ତାହ ଭିତରେ ନିର୍ବାଚନ ଶେଷ କରାଇବାକୁ ଦେଇଛନ୍ତି ନିର୍ଦ୍ଦେଶ । ପୂର୍ବ ଭୋଟର ତାଲିକାରେ ନିର୍ବାଚନ କରାଇବାକୁ କହିଛନ୍ତି ହାଇକୋର୍ଟ । ୨୦୧୮ ନଭେମ୍ବରରୁ ୫ ବର୍ଷିଆ ଅବଧି ସରିଥିଲେ ବି ନିର୍ବାଚନ ହୋଇନାହିଁ । ତେବେ ନିର୍ବାଚନ ପାଇଁ ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତି ପିଟିସନ୍ କରିଥିଲେ ।

Get real time updates directly on you device, subscribe now.