fbpx

ପଶ୍ଚିମବଙ୍ଗରେ ୬୫ କୋଟିର ହେରୋଇନ୍ ଜବତ: ୨ ଓଡ଼ିଆ ଗିରଫ

ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଧରାପଡ଼ିଲା ବଡ଼ଧରଣର ନିଶା ର୍ୟାକେଟ । ଚଢ଼ାଉ କରି ୬ ନିଶା ମାଫିଆଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ୍ । ୬ ନିଶା ମାଫିଆଙ୍କ ଠାରୁ ଜବତ ହେଲା ୧୩ କେଜି ହେରୋଇନ୍ । ଜବତ ହେରୋଇନର ମୂଲ୍ୟ ପ୍ରାୟ ୬୫ କୋଟି ଟଙ୍କା ହେବ । ଗିରଫ ୬ ନିଶା ମାଫିଆଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାରୁ ୨ ଜଣ । ପଶ୍ଚିମବଙ୍ଗରୁ ୨ ଓ ମଣିପୁରର ୨ ନିଶା ମାଫିଆ ମଧ୍ୟ ଗିରଫ । ନିଶା ମାଫିଆଙ୍କ ଠାରୁ ନଗଦ ୨୦ ଲକ୍ଷ ଟଙ୍କା ମଧ୍ୟ ଜବତ ।

Get real time updates directly on you device, subscribe now.