fbpx

କରୋନା ଭୟ: ରାଜ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ବାତିଲ

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): କରୋନା ପାଇଁ ରାଜ୍ୟରେ ଚିନ୍ତା ବଢିଯାଇଛି । ଏନେଇ ସ୍ୱତନ୍ତ୍ର ଟ୍ରେନ୍ ବାତିଲ କରିଛି ଇଷ୍ଟକୋଷ୍ଟ ରେଲୱେ । ସୂଚନା ମୂତାବକ, ସମ୍ବଲପୁର-ବନସୱାଡି ଟ୍ରେନ୍ ୧୮ ଓ ୨୫ ମାର୍ଚ୍ଚରେ ବାତିଲ ହୋଇଛି । ସେହିପରି ଭୁବନେଶ୍ୱର-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ୍ ୧୯ ଓ ୨୬ ତାରିଖରେ ବାତିଲ ହୋଇଛି । ପୁରୀ-ସନ୍ତରାଗାଛି ସ୍ୱତନ୍ତ୍ର ଟ୍ରେନ୍ ୨୦ ଓ ୨୬ ତାରିଖରେ ବାତିଲ ହୋଇଛି । ଗତ ୬ ଦିନରେ ପୂର୍ବତଟ ରେଳପଥରେ ୧ ଲକ୍ଷ ଟିକେଟ୍ ବାତିଲ କରାଯାଇଛି ।

Get real time updates directly on you device, subscribe now.