fbpx

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକାକାଳୀନ ୬ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲଳାନ୍ସ ରେଡ୍ ହୋଇଛି । ଆର୍ ଆଣ୍ଡ ବି ଡିଭିଜନ୍ ଫୋର୍ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ରେଡ୍ ହୋଇଥିବା ସୂଚନା ମିଳିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରାଯାଇଛି । ଭୁବନେଶ୍ୱର, ଢ଼େଙ୍କାନାଳ ଓ ତାଳଚେରର ୬ଟି ସ୍ଥାନରେ ରେଡ୍ କରାଯାଇଛି ।

 

Get real time updates directly on you device, subscribe now.