fbpx

Biju Yuva Janata Dalର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା: ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ ସ୍ଥାନ ପାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ନୂଆ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଗତକାଲି ୩୦ଟି ଜିଲ୍ଲା ପାଇଁ ବିଜେଡି ପକ୍ଷରୁ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଥିଲା ।

ଯାଜପୁର- ପ୍ରତାପ ମହାନ୍ତି, ସୋନପୁର- ଅଶୋକ ନନ୍ଦ, କଳାହାଣ୍ଡି- ଆଦିତ୍ୟ ନନ୍ଦ, କୋରାପୁଟ- ଲଲାଟ ରଞ୍ଜନ ସେଠି, ସୁନ୍ଦରଗଡ଼- ଦେବେନ୍ଦ୍ର ପ୍ରସାଦ ମାଝୀ, ଝାରସୁଗୁଡ଼ା- ପ୍ରଶାନ୍ତ କୁମାର ଜେନା, ଗଜପତି- ଏସ.ଲିଙ୍ଗରାଜୁ, ଭଦ୍ରକ- ମୁକୁନ୍ଦ ଦେବ ସାମଲ, ମାଲକାନଗିରି- ଅଦମା ରବା, ଦେବଗଡ଼- ପ୍ରତାପ କୁମାର ଦେବ, ଢେଙ୍କାନାଳ- ଧର୍ମେନ୍ଦ୍ର ପରିଡ଼ା, ଅନୁଗୁଳ- ଦୀନେଶ ପ୍ରଧାନ, ଖୋର୍ଦ୍ଧା- ରାଜେଶ କୁମାର ପରିଡ଼ା, ବୌଦ୍ଧ- ମୃତ୍ୟୁଞ୍ଜୟ ମିଶ୍ର, ବଲାଙ୍ଗିର- ରାଜେନ୍ଦ୍ର ପ୍ରସଦା ହୋତା, ନୂଆପଡ଼ା- ହରିଶ ଚନ୍ଦ୍ର ପଣ୍ଡା, କେଉଁଝର- ରାକେଶ ରାମ ।

ପୁରୀ- ନାରାୟଣ ସ୍ୱାଇଁ, ନୟାଗଡ଼- ରମେଶ ଚନ୍ଦ୍ର ସାହୁ, ବରଗଡ଼- ପ୍ରଦ୍ୟୁମ୍ନ ତ୍ରିପାଠୀ, ସମ୍ବଲପୁର- ଲକ୍ଷ୍ମୀ ପ୍ରସାଦ ମହାପାତ୍ର, କନ୍ଧମାଳ- ବିଷ୍ଣୁ ଚରଣ ମଲ୍ଲିକ, ରାୟଗଡ଼ା- ଦେବାଶିଷ ଖଡେଙ୍ଗା, ନବରଙ୍ଗପୁର- ଶିବାନନ୍ଦ ବିଶୋୟୀ, ଗଞ୍ଜାମ- ଭବାନୀକାନ୍ତ ସାହୁ, କେନ୍ଦ୍ରାପଡ଼ା- ରାଜେଶ ଦାସ, ବାଲେଶ୍ୱର- ତାପସ କୁମାର ପରିଡ଼ା, ଜଗତସିଂହପୁର- ସୌମ୍ୟଜିତ ମହାପାତ୍ର, କଟକ- ସ୍ମୃତି ରଞ୍ଜନ ନାୟକ, ସିର୍ଦ୍ଧାର୍ଥ ରାୟ, (କାର୍ଯ୍ୟକାରୀ ସଭାପତି), ମୟୂରଭଞ୍ଜ-୧- ଅରୁଣ ବରାଡ଼, ମୟୂରଭଞ୍ଜ-୨- ଅଭିଷେକ ପଟ୍ଟନାୟକ, ଭୁବନେଶ୍ୱର- ସମରେଶ ବେଉରା, କଟକ ସିଟି- ସୌମ୍ୟଦୀପ ଘୋଷ, ୱାଲିଦ ରଫିକ ପଟେଲ (କାର୍ଯ୍ୟକାରୀ ସଭାପତି), ବ୍ରହ୍ମପୁର ସିଟି- ଅଜିତ କୁମାର ପଣ୍ଡା, ରାଉରକେଲା- ଅବିନାଶ ସୁମନ ବାଗେ ।

Get real time updates directly on you device, subscribe now.