fbpx

କ୍ୟାରିୟରରେ ଉନ୍ନତି ପାଇଁ ତୁରନ୍ତୁ ଆପଣାନ୍ତୁ ଫେଙ୍ଗଶୁଇର ଏହି ଉପାୟ: ସଫଳତା ସହ ହେବ ଧନର ବର୍ଷା

ଭାରତରେ ବାସ୍ତୁ ପରି ଚୀନରେ ମଧ୍ୟ ବାସ୍ତୁ ଶାସ୍ତ୍ର ରହିଛି । ତେବେ ଚୀନ ର ବାସ୍ତୁ ଶାସ୍ତ୍ରକୁ ଫେଙ୍ଗଶୁଇ ବୋଲି କୁହାଯାଇଥାଏ । ଫେଙ୍ଗଶୁଇକୁ ଘରେ କିମ୍ବା ଅଫିସରେ ରଖିଲେ ଏହା କର୍ମ କ୍ଷେତ୍ରରେ ଉନ୍ନତି ଆଣିବା ସହ କ୍ୟାରିୟରେ ମଧ୍ୟ ସଫଳତା ଦେଇଥାଏ । ତେବେ ଏହାକୁ ରଖିବାର ଭିନ୍ନ ଉପାୟ ମଧ୍ୟ ରହିଥାଏ । ଏତତ୍ ବ୍ୟତୀତ ଏହି ଫେଙ୍ଗସୁଇ ଭିନ୍ନ ଭିନ୍ନ ସାମଗ୍ରୀ ଅଛି ଯାହା ଜୀବନରେ ସୌଭାଗ୍ୟ ମଧ୍ୟ ଆଣିଥାଏ । ଏହି ସାମଗ୍ରୀକୁ ସଠିକ୍ ଉପାୟରେ ବ୍ୟବହାର କଲେ ଏହା ଅନେକ ଶୁଭ ଫଳ ପ୍ରଦାନ କରିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଫେଙ୍ଗଶୁଇର କିଛି ଉପାୟ ବିଷୟରେ ଯାହା ଜୀବନରେ ସଫଳତା ସହ ଉନ୍ନତି ଆଣିଥାଏ । ଏଥିସହିତ ଧନ ପ୍ରାପ୍ତିର ମଧ୍ୟ ସୁଯୋଗ ରହିଥାଏ ।

ସଫଳତା ଏବଂ ଉନ୍ନତି ପାଇଁ ଫେଙ୍ଗଶୁଇର ଉପାୟ:

୧-ଫେଙ୍ଗଶୁଇ ଶାସ୍ତ୍ର ଅନୁସାରେ ଟଙ୍କା ରଖୁଥିବା ସ୍ଥାନ ଅର୍ଥାତ ଘରର ଆଲମିରାରେ ଦର୍ପଣ ରଖିବା ଦ୍ୱାରା ଧନ ପ୍ରାପ୍ତିର ଆଶଙ୍କା ରହିଥାଏ । ଏତି ସହିତ ମା ଲକ୍ଷ୍ମୀଙ୍କର ମଧ୍ୟ କୃପା ରହିଥାଏ ।

୨- ଆପଣ କାମ କରୁଥିବା ସ୍ଥାନରେ ଗୋଟିଏ କ୍ରିଷ୍ଟାଲ ଝୁଲାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ନଷ୍ଟ ହେବା ସହିତ ଆପାଣ ସୁନ୍ଦ୍ର ଉପାୟରେ ନିଜର କାର୍ଯ୍ୟ କରିବେ । ଏଥି ସହିତ ଜୀବନରେ ଅନେକ ଉନ୍ନତି ହେବ ।

୩- ତେବେ ଫେଙ୍ଗଶୁଇ ଶାସ୍ତ୍ର ଅନୁଯାୟୀ ଯେଉଁ ସ୍ଥାନରେ ଆପଣ ନିଜ କାର୍ଯ୍ୟ କରୁଛନ୍ତି ତାର ଫଛ କାନ୍ଥରେ ଏକ ଘୋଡା ଦୌଉଡୁଥିବା ଫଟୋ ଲଗାଇ ଦିଅନ୍ତୁ । କିନ୍ତୁ ସେ ଘୋଡା ବିନା ସଗାମର ହୋଇଥିବା ଦରକାର । ତେବେ ଅପରି କରିବା ଦ୍ୱାରା ଚାକିରୀ ଏବଂ ବେପାର ବାଣିଜ୍ୟରେ ଅନେକ ସଫଳତା ମିଳିଥାଏ ।

୪- ଯଦି ଆପଣଙ୍କ ଘରେ ଅର୍ଥିକ ସମସ୍ୟା ଦେଖା ଦେଉଛି ତେବେ ଫେଙ୍ଗଶୁଇ ଶାସ୍ତ୍ର ଅନୁସାରେ ଘରେ ବାଉଁଶ ଗଛ ଲରାଇ ଦିଅନ୍ତୁ । ଦେଖିବେ କେବେ ବି ଆର୍ଥିକ ସମସୟା ରହିବ ନାହିଁ ।

୫- ଘରର ସୌଭାଗ୍ୟ ଏବଂ ନିଜର ସୌଭାଗ୍ୟ ପାଇଁ ଘରର ମୁଖ୍ୟ ଦ୍ୱାରରେ ଧାତୁ କିମ୍ବା କାଠିରେ ନିର୍ମିତ ୱିଣ୍ଡ ଚାମଚ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ୱାର । ଘରେ ସୁଖ ସମୃଦ୍ଧି ଲାଗି ରହିଥାଏ ।

 

Get real time updates directly on you device, subscribe now.