fbpx

Video: ପୁଷ୍ପା ଷ୍ଟାଇଲରେ ଲାଲ ଚନ୍ଦନ ଚୋରା ଚାଲାଣ ବେଳେ ଜବତ ହେଲା ୪୦୭ ଟ୍ରକ, ୧୧ ଗିରଫ..

ଗଜପତି: ପୁଷ୍ପା ସିନେମା ଷ୍ଟାଇଲରେ ଚୋରା ଚାଲାଣ ହେଉଥିଲା ବିରଳ ରକ୍ତ ଚନ୍ଦନ କାଠ। ଆଉ ଓଡ଼ିଶାରୁ ଚେନ୍ନାଇକୁ ହେଉଥିଲା ରକ୍ତ ଚନ୍ଦନ କାଠର ଚୋରା ଚାଲାଣ। ତେବେ ୪୦୭ ଟ୍ରକ ଯୋଗେ ଚନ୍ଦନ କାଠର ଚାଲାଣ ହେଉଥବା ସମୟରେ ଆନ୍ଧ୍ର ପୋଲିସ ଦ୍ୱାରା ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ ହୋଇଛି। ଅନ୍ୟପଟେ ଘଟଣାରେ ସକ୍ତୃକ୍ତ ଥିବା ୧୧ ଜଣଙ୍କୁ ପୋଲିସ ଗିରଫ କରିଛି। ତେବେ ଜବତ କାଠର ଆନୁମାନିକ ମୁଲ୍ୟ ଦୁଇ କୋଟିରୁ ଉଦ୍ଧ୍ୱର୍ ହେବ ବୋଲି ଜଣା ପଡ଼ିଛି। ତେବେ ଗିରଫ ଅଭିଯକ୍ତ ମାନଙ୍କ ମଧ୍ୟରୁ ତିନି ଜଣ ଗଜପତି ଜିଲ୍ଲାର ହୋଇଥିବା ସୁଚନା ମିଳିଛି।

Get real time updates directly on you device, subscribe now.