fbpx

ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୬/୫(ଓଡିଶା ଭାସ୍କର): ଆଜି ଜଗତସିଂହପୁରରେ ୪ ଓ କେନ୍ଦ୍ରାପଡାରେ ଜଣେ  ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜଗତସିଂହପୁର ଏବଂ କେନ୍ଦ୍ରାପଡାର କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର।
ଜଗତସିଂହପୁର ୪ ଆକ୍ରାନ୍ତ  ସୁରତ ଫେରନ୍ତା। ସେମାନେ ୨୬ ବର୍ଷୀୟ ପୁରୁଷ, ୩୨ ବର୍ଷୀୟ ପୁରୁଷ, ୩୦ ବର୍ଷୀୟ ପୁରୁଷ ଏବଂ ୪୭ ବର୍ଷୀୟ ପୁରୁଷ I କଲିକତା ଫେରନ୍ତା କେନ୍ଦ୍ରାପଡାର କରୋନା ଆକ୍ରାନ୍ତ ୬୦ବର୍ଷୀୟ ପୁରୁଷ I

Get real time updates directly on you device, subscribe now.