fbpx

BIG BREAKING: ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟ Entrance result

Advertisement

ଓଡ଼ିଶା ଭାସ୍କର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାମଲେଖା ପ୍ରବେଶିକା ରେଜଲ୍ଟ ପ୍ରକାଶ ପାଇଛି। ଏହା ସହ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନାମଲେଖା ପ୍ରବେଶିକା ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି।
ତେବେ ଷଷ୍ଠରୁ ନବମ ଶ୍ରେଣୀ ନାମଲେଖା ପାଇଁ ଏହି ରେଜଲ୍ଟ ପ୍ରକାଶ ପାଇଛି। www.bseodisha.ac.in ରେ ପରୀକ୍ଷାର୍ଥୀମାନେ ନିଜର ରେଜଲ୍ଟ ଦେଖିପାରିବେ।

 

Get real time updates directly on you device, subscribe now.